logo

*ନିର୍ବାଚନକୁ ନେଇ ବଣେଇ ଝାରଖଣ୍ଡ ସୀମାରେ ସକ୍ରିୟ ମାଓବାଦୀ* :

ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ପୁଣି ମାଓବାଦୀ ପୋଷ୍ଟର।ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଡ ବାଲିଯୋର, ସୋୟମ୍ବା, ରାଂଝଡା ଅଞ୍ଚଳରୁ ବ୍ୟାପକ ମାଓ ପୋଷ୍ଟର ଠାବ କଲା ପୋଲିଶ। ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସକ୍ରିୟ ହେବା ସହ ମାଓବାଦୀ ପୁଣି ନିଜର ଅସ୍ତିତ୍ୱ ଜାହିର କରିଥିବା ଦେଖିବାକୁ ମିଳି ଥିବା ବେଳେ ଏନେଇ ହାଇ ଆଲର୍ଟ ଜାରି କରିଚି ରାଉରକେଲା ପୋଲିଶ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

84
3026 views